ବିଧାୟକଙ୍କ ୨ କାର ଓ ବାଇକ୍‌ ଜାଳିଦେଲେ

ବିଗୁଡ଼ୁଛି ରାଜଧାନୀର ଆଇନଶୃଙ୍ଖଳା ବ୍ୟବସ୍ଥା ଭୁବନେଶ୍ୱର: ଖାରବେଳନଗର ଥାନା ଅଧୀନ ୟୁନିଟ୍‌-୪ସ୍ଥିତ ବିଧାୟକ କଲୋନିରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସରକାରୀ କ୍ୱାଟର୍ସ ଭିତରେ ପଶି କେହି ଦୁବୃର୍ତ୍ତ ତାଙ୍କର ୪ଟି ଗାଡ଼ି ପୋଡ଼ି ଦେଇଛି। ଏଥିରେ ବିଧାୟକଙ୍କ ଗୋ‌ଟିଏ ଫରଚ୍ୟୁନର୍‌, ଇନୋଭା, ବୁଲେଟ୍‌ ଓ ସାଇକେଲ ସଂପୂର୍ଣ୍ଣ ଜଳି ଜାଇଛି। କ୍ୱାଟର୍ସରେ ଏଭଳି ଅଘଟଣ ଘଟିଥିଲେ ମଧ୍ୟ ଭିତରେ ଶୋଇଥିବା ବିଧାୟକଙ୍କ ପିଏସଓ ଓ ସମ୍ପର୍କୀୟମାନେ ଏହାର ଟେର୍‌ … Continue reading ବିଧାୟକଙ୍କ ୨ କାର ଓ ବାଇକ୍‌ ଜାଳିଦେଲେ